ପାଆତଳିଆ Pā-ātaḻiā

  • ଦେ. ବିଣ. (ସଂ. ପାଦତଳ) — ପାଦତଳସ୍ଥ — Situate under one's foot
  • ଦେ. ବିଣ. (ସଂ. ପାଦତଳ) — ପଦାଶ୍ରିତ (ବ୍ୟକ୍ତି); ଅନୁଗତ — Dependent on the favour of
  • ଦେ. ବିଣ. (ସଂ. ପାଦତଳ) — ଅଧୀନ (ବ୍ୟକ୍ତି) — Subordinate (person)