ପାଆଁତରା Pāāñtarā

  • ଦେ. ବି. (ସଂ. ପ୍ରଭାତ+ ତାରା) — ରାତିରୁ ଉଠି କୌଣସି ବିଶିଷ୍ଟ ଉଦ୍ଦେଶ୍ୟରେ ଅନୁକୂଳ; ଅନୁଦୟ ଯାତ୍ରା — Starting on a mission early before daybreak
  • ଦେ. ବି. (ସଂ. ପ୍ରଭାତ+ ତାରା) — (ଯଥା—ସେ କାଲି ପାଆଁ ତରା କରି କଟକ ଗଲେ।)
  • ଦେ. ବି. (ସଂ. ପ୍ରଭାତ+ ତାରା) — ପାହାନ୍ତି ତାରା — Morning star