ପାଂଶୁର Pāṁṡura

  • ସଂ. ବିଣ—(ପାଂଶୁ+ଯୁକ୍ତାର୍ଥେ ର) — ଧୂଳିମୟ — Dusty
  • ବି. — ଧୂଳିମୟ ସ୍ଥାନ — Dusty place
  • ବି. — ଡାଉଁଶ — Gadfly
  • ବି. — ଚଳତ୍ ଶକ୍ତିହୀନ କେମ୍ପା ଓ ଛୋଟା (ହି. ଶ.) — A cripple carried or moving about in a chair (M.W.)