ପାଂଶୁଳ Pāṁṡuḻa

  • ସଂ. ବିଣ—(ପାଂଶୁ+ଯୁକ୍ତାର୍ଥେ. ଳ) — ପାଂଶୁକ (ଦେଖ) — Pāṁṡuka (See)
  • ବି. — ସଚଳ ଲବଣ; ଶାମ୍ବର ଲବଣ; (ହରେକୃଷ୍ଣ ଦ୍ରବ୍ୟଗୁଣ); ଲୁଣୀ ମାଟିରୁ ବାହାର କରାଯିବା ଲୁଣ — A kind of salt extracted from saline soil