ପାଁସାତ Pāñsāta

  • ଗ୍ରା. ବି. ଓ ବିଣ (ସଂଖ୍ୟାବାଚକ; ସଂ. ପଞ୍ଚ ଓ ସପ୍ତ) — ପାଞ୍ଚ ବା ସାତ ସଂଖ୍ୟକ — Five or seven
  • ଗ୍ରା. ବି. ଓ ବିଣ (ସଂଖ୍ୟାବାଚକ; ସଂ. ପଞ୍ଚ ଓ ସପ୍ତ) — ଅଳ୍ପ ସଂଖ୍ୟକ — A few; about five or seven