ପାଁଦାନ୍ Pāñdān

  • ବୈଦେ. ବି. (ଫା. ପାଉଁଦାନ; ସଂ. ପାଦାଧାନ — ପାଦପୀଠ — A foot-rest; foot-stool
  • ବୈଦେ. ବି. (ଫା. ପାଉଁଦାନ; ସଂ. ପାଦାଧାନ — ଗାଡ଼ି ବା ସଗଡ଼କୁ ଉଠିବା ନିମନ୍ତେ ଯେଉଁ ପଟା ଉପରେ ଗୋଡ଼ ଦେବାକୁ ହୁଏ — Foot-board of a vehicle