ପହ୍ନାଇବା Pahnāibā
- ଦେ. କ୍ରି—(ସଂ. ପ୍ରସ୍ନବନ; ପୟଃସ୍ରବଣ; ତୁଳ. ପ୍ରା. ପହ୍ନବନ) — ଗାଈମାନେ ବେଶି ଦୁଧ ଦେବାର ପରିଚାୟକ ବଡ଼ ପହ୍ନା ବାହାର କରିବା — To swell the udder to be milched; to have a big udder (which will give much milk) (said of a cow
- ଦେ. କ୍ରି—(ସଂ. ପ୍ରସ୍ନବନ; ପୟଃସ୍ରବଣ; ତୁଳ. ପ୍ରା. ପହ୍ନବନ) — (ଦୁଧିଆଳୀ ଗାଈ ବା ଛେଳି) ନିଜ ପହ୍ନାରେ ଥିବା ଦୁଧ ଚିରକୁ ଗଡ଼ି ଆସିବା ବେଳେ ଅସ୍ଥିରତା ପ୍ରକାଶ କରିବା — (a milch cow or goat) To cause its dugs to swell by allowing the milk from the udder to descend to the dugs; to indicate yearning to be milched or to give a sucking to her calf by becoming restless
- ଦେ. କ୍ରି—(ସଂ. ପ୍ରସ୍ନବନ; ପୟଃସ୍ରବଣ; ତୁଳ. ପ୍ରା. ପହ୍ନବନ) — ଅସଙ୍ଗା ଗାଈ ଚିରରେ ପହ୍ନାଇବ କ୍ଷୀର— ପ୍ରାଚୀ—ବ୍ରହ୍ମନିରୂପଣ ଗୀତା।
- ଦେ. କ୍ରି—(ସଂ. ପ୍ରସ୍ନବନ; ପୟଃସ୍ରବଣ; ତୁଳ. ପ୍ରା. ପହ୍ନବନ) — ଦୁଧ ଦୁହାଁଳି ଦୁଧ ଦୋହିଁବାକୁ ବସିଲେ ଗାଈମାନେ ମୁତି ପକାଇ ପହ୍ନା ଦେଖାଇବା — (a cow) To be ready for being milched