ପହିଲିମାନ୍ Pahiliman

  • ବୈଦେ. ବି. (ଫା. ପହଲ୍ବାନ୍) — ମଲ୍ଲ — An athlete; a wrestler
  • ବୈଦେ. ବି. (ଫା. ପହଲ୍ବାନ୍) — ମଲ୍ଲବିଦ୍ୟା ଶିକ୍ଷା ଦେବା ପାଇଁ ନିଯୁକ୍ତ ମଲ୍ଲ — A fencing master engaged for teaching wrestling