ପହିଲିମାନି pahilimāni

  • ବୈଦେ. ବି. (ଫା) — ମଲ୍ଲର କର୍ମ — Act of a wrestler
  • ବୈଦେ. ବି. (ଫା) — ବଡ଼ଲୋକଙ୍କ ଘରେ କୁସ୍ତିଆଦି ଶିଖାଇବା ପାଇଁ ରଖାଯିବା ମଲ୍ଲର ଚାକିରି — The post of a wrestler retained by a rich man