ପହରିକିଆ ତରା Paharikiā tarā
- ଦେ. ବି — ରାତି ପ୍ରହରକଠାରେ ପଶ୍ଚିମରେ ବୁଡ଼ିଯିବା ଶୁକ୍ର ଗ୍ରହ; ରାତିର ପ୍ରଥମ ପହର ପର୍ଯ୍ୟନ୍ତ ଯେଉଁ ତାରା ଉଜ୍ଜ୍ୱଳରୂପେ ଦେଖା ଦେଇ ପଶ୍ଚିମରେ ଡୁବିଯାଏ — The Evening star; the Hesperus; Venus
- ଦେ. ବି — [ଦ୍ର—ଏହି ପହରିକିଆ ତାରା ପ୍ରକୃତରେ ତାରା ନୁହେଁ; ଏହା ଗୋଟିଏ ଗ୍ରହ ଓ ଏହା ପୁଣି ପାହାନ୍ତି ତରା ରୂପେ କେତେଦିନ ପାହାନ୍ତିଆରେ ପୂର୍ବ ଦିଗରେ ଦେଖାଯାଏ।]