ପହଣ୍ଡ ମଣେଇବା Pahaṇḍa maṇeibā

  • ଦେ. କ୍ରି — ରାଜାମାନଙ୍କ ଚାଲିବା ଆଗରୁ ଜଣେ ଆଗୁଆ ଲୋକ ବାଟ କଢ଼ାଇବା — To lead the way before Rajas walking
  • ଦେ. କ୍ରି — [ଦ୍ର—ପହଣ୍ଡମଣାଇବା ଲୋକ ଆଗରେ ଯାଉଥିବାରୁ ବାଟର ସକଳ ଗୋଳମାଳ ବା ଅବସ୍ଥା କଥା ଚେତାଇ ରାଜାଆଦିଙ୍କୁ ସାବଧାନ କରିଦିଏ।]
  • ଦେ. କ୍ରି — ପଛରେ ଆସୁଥିବା ରାଜା ଆଦିଙ୍କୁ ବାଟ କଢ଼ାଇବାବେଳେ ବାଟ କଢ଼ାଳି 'ଏହି ବାଟେ ଆସନ୍ତୁ' ବୋଲି କହିବା — To utter words of cautioning about the way while leading the way
  • ଦେ. କ୍ରି — ପାହୁଡ଼ ହୁଡ଼ନା ବୋଲିକି ପହଣ୍ଡ ମଣାଉଛି ବାରମ୍ବାର— ଭଞ୍ଜ, କୋଟିବ୍ରହ୍ମାଣ୍ଡସୁନ୍ଦରୀ।