ପହଣ୍ଡ ପକେଇବା Pahaṇḍa pakeibā

  • ଦେ. କ୍ରି — ପାଦକ୍ଷେପ କରି ଚାଲିବା — To walk step by step; to step
  • ଦେ. କ୍ରି — ବନକୁ ଯିବା ପାଇଁ ଆଗକୁ ପହଣ୍ଡ ପକାଇଲେ ଛାଡ଼ି ଆପଣା ରାଜ୍ୟଖଣ୍ଡ। କୃଷ୍ଣସିଂହ, ମହାଭାରତ, ସଭା।
  • ଦେ. କ୍ରି — ଧୀରେ ଧୀରେ ଚାଲିବା — To walk slowly
  • ଦେ. କ୍ରି — ଗଣି ଗଣି କରି ପହଣ୍ଡ ପକାଇଲେ—କୃଷ୍ଣସିଂହ, ମହାଭାରତ, ବନ।