ପହଞ୍ଚିବା Pahan̄chibā

  • ଦେ. କ୍ରି [ସଂ. ପ୍ର+ଅଞ୍ଚ ଧାତୁ; ସଂ. ପ୍ରଭୁତ=ଉପରେ ଗତ; ପ୍ରା. ପହୂଚ (ହି. ଶ] ଉପନୀତ ହେବା; ଉପସ୍ଥିତ ହେବା — To reach; to arrive at