ପହଞ୍ଚାଇବା Pahan̄chāibā
- ଦେ. କ୍ରି (ସଂ. ପ୍ର+ଅଞ୍ଚ ଧାତୁ) — ପହଞ୍ଚିବା କ୍ରିୟାର ଣିଜନ୍ତ ରୂପ — The causative form of pahan̄chibā
- ଦେ. କ୍ରି (ସଂ. ପ୍ର+ଅଞ୍ଚ ଧାତୁ) — ଉପସ୍ଥିତ କରାଇବା; ଉପନୀତ କରାଇବା — To cause to arrive at
- ଦେ. କ୍ରି (ସଂ. ପ୍ର+ଅଞ୍ଚ ଧାତୁ) — ଏକ ସ୍ଥାନରୁ ଅନ୍ୟ ସ୍ଥାନକୁ ବହି ନେବା — To convey or carry from one place to another place
- ଦେ. କ୍ରି (ସଂ. ପ୍ର+ଅଞ୍ଚ ଧାତୁ) — (ଦୋଳିକୁ) ଝୁଲାଇବା — To rock (a swing)
- ଦେ. କ୍ରି (ସଂ. ପ୍ର+ଅଞ୍ଚ ଧାତୁ) — (ଯଥା—ଦୋଳି ପହଞ୍ଚାଇବା, ପଇତା ପହଞ୍ଚାଇବା)
- ଦେ. କ୍ରି (ସଂ. ପ୍ର+ଅଞ୍ଚ ଧାତୁ) — ପଞ୍ଚାଇବା (ଦେଖ) — Pan̄chāibā (See)