ପହଁରାଏ ପାଣି Pahañrāe pāṇi

  • ଦେ. ବି. — ଯେଉଁ ଜଳର ଗଭୀରତା ମନୁଷ୍ୟର ଉଚ୍ଚତା ଅପେକ୍ଷା ବେଶି ଓ ସନ୍ତରଣଦ୍ୱାରା ଯାହା ଉଲ୍ଲଙ୍ଘନ କରାଯାଇ ପାରେ; ଗଭୀର ଜଳ — Water which is more than a man's depth and which can be crossed by swimming; deep water