ପହଁଟିବା Pahañṭibā

  • ପ୍ରାଦେ. (ସମ୍ବଲପୁର) କ୍ରି. — ଅଭ୍ୟାସ ବଶତଃ ଲାଳାୟିତ ହେବା — To be tempted owing to habit
  • ପ୍ରାଦେ. (ସମ୍ବଲପୁର) କ୍ରି. — (ଯଥା—ସବୁଦିନ ଏଠାରୁ ପୁଆଳ ଖାଇ ଗାଈଟା ପହଁଟୁଛେ।)
  • ପ୍ରାଦେ. (ସମ୍ବଲପୁର) କ୍ରି. — (ନିଆଁ) ଲାଗି ଯିବା — To break out (said of fire)