ପସରା ମେଲାଇବା Pasarā melāibā

  • ଦେ. କ୍ରି — ବିକ୍ରେୟ ଦ୍ରବ୍ୟ ପରିପୂର୍ଣ୍ଣ ଆଧାରକୁ ପଣ୍ୟ ବିକ୍ରୟାର୍ଥ ଖୋଲି ରଖିବା — To exhibit or spread out the basket or tray of commodities for sale