ପସନ୍ଦଦାର୍ Pasandadār

  • ବୈଦେ. ବିଣ—(ଫା. ପସନ୍ଦଦାର୍) — ଅନୁମୋଦିତ — Approved; choice
  • ବୈଦେ. ବିଣ—(ଫା. ପସନ୍ଦଦାର୍) — ଯେ ଉତ୍ତମରୂପେ ପସନ୍ଦ କରିପାରେ — Competent to select a thing
  • ବୈଦେ. ବିଣ—(ଫା. ପସନ୍ଦଦାର୍) — ଦେଖିବାକୁ ସୁନ୍ଦର — Graceful to look at