ପଶ୍ୟତୋହର Paṡyatohara

  • ସଂ. ବି. ପୁଂ—[ପଶ୍ୟତଃ=ଦେଖିବା ଲୋକର+ହୃ ଧାତୁ+କର୍ତ୍ତୃ. ଅ=ହର=ଯେ ହରଣ କରେ; ଯେଉଁ ବ୍ୟକ୍ତି ଆଖି ଆଗରେ (ସୁନାକୁ) ହରି ନିଏ] — ବଣିଆ — Goldsmith
  • ସଂ. ବି. ପୁଂ—[ପଶ୍ୟତଃ=ଦେଖିବା ଲୋକର+ହୃ ଧାତୁ+କର୍ତ୍ତୃ. ଅ=ହର=ଯେ ହରଣ କରେ; ଯେଉଁ ବ୍ୟକ୍ତି ଆଖି ଆଗରେ (ସୁନାକୁ) ହରି ନିଏ] — ଚୋର — Thief