ପଶ୍ଚିମ ଅବସ୍ଥା Paṡchima abasthā

  • ସଂ. ବି — ମୃତ୍ୟୁ — Death
  • ସଂ. ବି — ତାହାଙ୍କର ପଶ୍ଚିମ ଅବସ୍ଥା ହୋଇଲେ ଆମ୍ଭେମାନେ ଯମଙ୍କ ପାଶେ ଯିବୁଁ ଭଲେ—କୃଷ୍ଣସିଂହ, ମହାଭାରତ, ବିରାଟ
  • ସଂ. ବି — ଶେଷ ଅବସ୍ଥା — Last stage
  • ସଂ. ବି — ମୁମୂର୍ଷୁ ଅବସ୍ଥା — Dying condition