ପଶ୍ଚାର୍ଦ୍ଧ Paṡchārddha
- ସଂ. ବି. (ଅପର+ଅର୍ଦ୍ଧ; ନିପାତନ) — ଶରୀରର ଗୋଡ଼— ଠାରୁ ନାଭି ପର୍ଯ୍ୟନ୍ତ ଅଂଶ — The part of the body below the navel; the lower half of the body
- ସଂ. ବି. (ଅପର+ଅର୍ଦ୍ଧ; ନିପାତନ) — ବସ୍ତୁର ଦ୍ୱିତୀୟାର୍ଦ୍ଧ — The latter half
- ସଂ. ବି. (ଅପର+ଅର୍ଦ୍ଧ; ନିପାତନ) — ପଶ୍ଚିମାଂଶ — The western side (Apte)