ପଶ୍ଚାଦ୍ଦିଗ Paṡchāddiga

  • ସଂ. ବି. (କର୍ମଧା; ପଶ୍ଚାତ୍+ଦିଗ) — ପଶ୍ଚାଦ୍ଭାଗ (ଦେଖ) — Paṡchaādbhāga (See)
  • ସଂ. ବି. (କର୍ମଧା; ପଶ୍ଚାତ୍+ଦିଗ) — ପଶ୍ଚିମ — The west