ପଶ୍ଚାତ୍ Paṡchāt
- ସଂ. ଅ—(ପର+ଅସ୍ତାତ୍=ନିପାତନସିଦ୍ଧ) — ପରବର୍ତ୍ତୀ କାଳରେ; ପରେ — After; afterwards; subsequently
- ସଂ. ଅ—(ପର+ଅସ୍ତାତ୍=ନିପାତନସିଦ୍ଧ) — ଏଥି ପରେ (କାଳରେ ବା ସ୍ଥାନରେ) — Hereafter (in space or time)
- ସଂ. ଅ—(ପର+ଅସ୍ତାତ୍=ନିପାତନସିଦ୍ଧ) — ପଛରେ — Behind
- ସଂ. ଅ—(ପର+ଅସ୍ତାତ୍=ନିପାତନସିଦ୍ଧ) — ପିଠି ଆଡ଼େ — In the back; in the rear
- ସଂ. ଅ—(ପର+ଅସ୍ତାତ୍=ନିପାତନସିଦ୍ଧ) — ଭବିଷ୍ୟତରେ — In future
- ସଂ. ଅ—(ପର+ଅସ୍ତାତ୍=ନିପାତନସିଦ୍ଧ) — ପଛ ଆଡ଼ୁ — From behind
- ସଂ. ଅ—(ପର+ଅସ୍ତାତ୍=ନିପାତନସିଦ୍ଧ) — ପଛ ଆଡ଼କୁ — Backwards
- ସଂ. ଅ—(ପର+ଅସ୍ତାତ୍=ନିପାତନସିଦ୍ଧ) — ଅବଶେଷରେ; ପରିଶେଷରେ — Finally; at last. (Apte)
- ସଂ. ଅ—(ପର+ଅସ୍ତାତ୍=ନିପାତନସିଦ୍ଧ) — ପଶ୍ଚିମ ଦିଗରୁ — From the west. (Apte)
- ସଂ. ଅ—(ପର+ଅସ୍ତାତ୍=ନିପାତନସିଦ୍ଧ) — ପଶ୍ଚିମ ଦିଗକୁ — Towards the west. (Apte)
- ବିଣ — ପଛଆଡ଼େ ଥିବା — Situate behind; hinder
- ବିଣ — ପରେ ଘଟିବା — Future