ପଶ୍ଚାତ୍ତାପ Paṡchāttāpa
- ସଂ. ବି. (ଅବ୍ୟୟୀ ଭାବ; ପଶ୍ଚାତ୍ +ତାପ) ଅନୁଚିତ କାର୍ଯ୍ୟ କରିବା ଯୋଗୁଁ ମନରେ ଜାତ ହେବା ଖେଦ; ପସ୍ତାଇବା; ଅନୁତାପ — Repentance; contrition
- ସଂ. ବି. (ଅବ୍ୟୟୀ ଭାବ; ପଶ୍ଚାତ୍ +ତାପ) ଏହା ଦେଖିଣ ସୁଯୋଧନ ପଶ୍ଚାତ୍ତାପ କରି ଅବା ଛାଡ଼ିବ ବଞ୍ଛିବାର ପାପ। କୃଷ୍ଣସିଂହ, ମହାଭାରତ, ଦ୍ରୋଣ।