ପଶ୍ଚାତ୍ଗାମୀ Paṡchātgāmī
- ସଂ. ବିଣ. ପୁଂ. (ପଶ୍ଚାତ୍+ଗମ୍ ଧାତୁ+ଇନ୍; 1 ମା. 1 ବ) — ଯେ ପଛେ ପଛେ ଯାଏ — Following
- ସଂ. ବିଣ. ପୁଂ. (ପଶ୍ଚାତ୍+ଗମ୍ ଧାତୁ+ଇନ୍; 1 ମା. 1 ବ) — ଯେ ପଛ ଆଡ଼କୁ ଗତି କରେ — Moving backwards
- ସଂ. ବିଣ. ପୁଂ. (ପଶ୍ଚାତ୍+ଗମ୍ ଧାତୁ+ଇନ୍; 1 ମା. 1 ବ) — ପରବର୍ତ୍ତୀ — Following; succeeding