ପଶ୍ଚାତେ Paṡchāte

  • ଦେ. ଅ. (ସଂ. ପଶ୍ଚାତ୍) — ପରେ; ଭବିଷ୍ୟତରେ; ପଛକୁ; ପଛେ — In future; afterwards
  • ଦେ. ଅ. (ସଂ. ପଶ୍ଚାତ୍) — ତାହାଙ୍କ ତହୁଁ ଜ୍ଞାନ ପାଇ, ପଶ୍ଚାତେ କି ଗତିକୁ ପାଇ। ଜଗନ୍ନାଥ. ଭାଗବତ।
  • ଦେ. ଅ. (ସଂ. ପଶ୍ଚାତ୍) — ପୃଷ୍ଠ ଦେଶରେ — In the back