ପଶୁମାର Paṡumāra

  • ସଂ. ବି. — କଂସେଇ — Butcher
  • ସଂ. ବି. — ପୁରେ କାନ୍ଦନ୍ତି ବିଶ୍ୱଜନେ, ପଶୁଙ୍କୁ ପଶୁମାର ଯେହ୍ନେ। ଜଗନ୍ନାଥ ଭାଗବତ।
  • ସଂ. ବି. — ପଶୁମାରକ ଘରେ ଯେହ୍ନେ, ବନ୍ଦିରେ ଥାନ୍ତି ପଶୁଗଣେ। ଜଗନ୍ନାଥ. ଭାଗବତ।