ପଶୁପତି Paṡupati
- ସଂ. ବି. ( 6 ଷ୍ଠୀ ତତ୍; ପଶୁ+ ପତି) — ମହାଦେବ — Ṡiba
- ସଂ. ବି. ( 6 ଷ୍ଠୀ ତତ୍; ପଶୁ+ ପତି) — (ପଶୁନାଥ—ଅନ୍ୟରୂପ)
- ସଂ. ବି. ( 6 ଷ୍ଠୀ ତତ୍; ପଶୁ+ ପତି) — ଶିବଙ୍କର ଯଜମାନ ମୂର୍ତ୍ତି — One of the forms of Ṡiba
- ସଂ. ବି. ( 6 ଷ୍ଠୀ ତତ୍; ପଶୁ+ ପତି) — ସିଂହ — The lion
- ସଂ. ବି. ( 6 ଷ୍ଠୀ ତତ୍; ପଶୁ+ ପତି) — ପଶୁରକ୍ଷକ — A herdsman (Apte)
- ସଂ. ବି. ( 6 ଷ୍ଠୀ ତତ୍; ପଶୁ+ ପତି) — ଅଗ୍ନି (ହି. ଶ.) — Fire
- ସଂ. ବି. ( 6 ଷ୍ଠୀ ତତ୍; ପଶୁ+ ପତି) — ଓଷଧି (ହି. ଶ.) — Herb