ପଶୁପତି ନାଥ Paṡupati nātha

  • ଦେ. ବି. — ନେପାଳରେ ଅବସ୍ଥିତ ଶିବମୂର୍ତ୍ତିଙ୍କ ନାମ — Name of a phallic image of Ṡiba worshipped in Nepal
  • ଦେ. ବି. — [ଦ୍ର—ଭାରତରେ 12 ଗୋଟି ତୀର୍ଥମଧ୍ୟରୁ ଏହା ଏକତମ।] — [ଦ୍ର—ଭାରତରେ12ଗୋଟି ତୀର୍ଥମଧ୍ୟରୁ ଏହା ଏକତମ]