ପଶୁ ପାତକ Paṡu pātaka

  • ସଂ. ବି. (ମ. ପ. ଲୋ; କମର୍ଧା) — ପଶୁହତ୍ୟା ପାପ — Sin commited by the killing of an animal
  • ସଂ. ବି. (ମ. ପ. ଲୋ; କମର୍ଧା) — ବ୍ୟର୍ଥେକ ଅରଜ ପଶୁପାତକ। ଭଞ୍ଜ, ବୈଦେହୀଶବିଳାସ।