ପଳେଈ Paḻeī

  • ଦେ. ବିଣ. ସ୍ତ୍ରୀ. (ସଂ. ପଳାୟିକା) — ଯେଉଁ ସ୍ତ୍ରୀ ସ୍ୱାମୀ ସଂସର୍ଗକୁ ସୁଖ ନ ପାଇ ସର୍ବଦା ବାପ ଘରକୁ ପଳାଏ — (a woman) Who does not like to live with her husband and often runs away to her parental roof on very slight provocations