ପଳେଈ ପଶୀ Paḻeī paṡī
- ଦେ. ବିଣ. ସ୍ତ୍ରୀ (ସଂ. ପଳାୟନ+ପ୍ରବେଶ) — ପଳେଈ (ଦେଖ) — Paḻeī (See)
- ଦେ. ବିଣ. ସ୍ତ୍ରୀ (ସଂ. ପଳାୟନ+ପ୍ରବେଶ) — ଯେଉଁ ସ୍ତ୍ରୀ ସ୍ୱାମୀ ଘରୁ ପଳାୟନ କରି ଅନ୍ୟ ପରିବାରରେ ପଶେ ବା ଆଶ୍ରୟ ନିଏ — (a woman) Who runs away from her husband's roof and takes shelter in another family