ପଳଙ୍କଷା Paḻaṇkashā

  • ସଂ. ବି. ସ୍ତ୍ରୀ (ପଳଙ୍କଷ+ସ୍ତ୍ରୀ. ଆ) — ରାକ୍ଷସୀ — A demoness
  • ସଂ. ବି. ସ୍ତ୍ରୀ (ପଳଙ୍କଷ+ସ୍ତ୍ରୀ. ଆ) — ମକ୍ଷିକା — Flea
  • ସଂ. ବି. ସ୍ତ୍ରୀ (ପଳଙ୍କଷ+ସ୍ତ୍ରୀ. ଆ) — କିଂଶୁକ; ପଲାଶ — Brutea frondosa tree
  • ସଂ. ବି. ସ୍ତ୍ରୀ (ପଳଙ୍କଷ+ସ୍ତ୍ରୀ. ଆ) — ଲାକ୍ଷା; ଲାଖ — Shellac
  • ସଂ. ବି. ସ୍ତ୍ରୀ (ପଳଙ୍କଷ+ସ୍ତ୍ରୀ. ଆ) — କ୍ଷୁଦ୍ର ଗୋଖରା — A medicinal herb; tribulus Terestris
  • ସଂ. ବି. ସ୍ତ୍ରୀ (ପଳଙ୍କଷ+ସ୍ତ୍ରୀ. ଆ) — ରାସ୍ନା; ଏକ ପ୍ରକାର ଆମ୍ବଗଛର ନିର୍ମୂଳୀ — Vanda Roxburghii
  • ସଂ. ବି. ସ୍ତ୍ରୀ (ପଳଙ୍କଷ+ସ୍ତ୍ରୀ. ଆ) — ଗୁଗ୍ଗୁଳ — Bedellium