ପଳକ୍ଷାର Paḻakshāra

  • ସଂ. ବି (ପଳ=ମାଂସ+କ୍ଷର୍ ଧାତୁ=କ୍ଷରିବା+କର୍ତ୍ତୃ. ଅ; ଯାହା ମାଂସରୁ କ୍ଷରେ) — ଶୋଣିତ; ରକ୍ତ — Blood