ପଲ୍ଲି ପତନ Palli patana
- ସଂ. ବି. — ଚାଳରୁ ବା ଊର୍ଦ୍ଧ୍ୱରୁ ମନୁଷ୍ୟ ଦେହରେ ଝିଟିପିଟି ଖସି ପଡ଼ିବା — The falling down of a house-lizard on a man
- ସଂ. ବି. — [ଦ୍ର—ଲୌକିକ ବିଶ୍ୱାସ ଯେ ମନୁଷ୍ୟର ବାମ ଅଙ୍ଗରେ, ଊଋରେ, ମୁଣ୍ଡରେ, ପିଠି, ବକ୍ଷ ଦେଶ ଓ କର ଚରଣରେ ଝିଟିପିଟି ପଡ଼ିଲେ ମଙ୍ଗଳ ଘଟେ ଓ ଦକ୍ଷିଣ ଅଙ୍ଗରେ ପଡ଼ିଲେ ସ୍ୱଜନ ଧନ ବିୟୋଗାଦି ଅମଙ୍ଗଳ ଘଟେ। ମାତ୍ର ମତାନ୍ତରରେ ଏହାର ବିପରୀତ ହୁଏ ବୋଲି ବିବେଚିତ ହୁଏ।]