ପଲ୍ଲବାଇବା Pallabāibā
- ଦେ. କ୍ରି. — ପଲ୍ଲବିତ ବା ପତ୍ରଯୁକ୍ତ କରିବା; କଅଁଳାଇବା — To cause to shoot forth sprouts or leaves
- ଦେ. କ୍ରି. — ଶୁଖିଲା ତରୁକୁ ପଲ୍ଲବାଏ ଗୋ। ସଙ୍ଗୀତ।
- ଦେ. କ୍ରି. — ଜାତ କରାଇବା; ଜନ୍ମାଇବା — To cause to be produced or grown
- ଦେ. କ୍ରି. — ପଲ୍ଲବାଏ ଅସଦୃଶେ ଆଦରେ। କବିସୂର୍ଯ୍ୟ, କବିତା କଲ୍ଲୋଳ।
- ଦେ. କ୍ରି. — ତେଜାଇବା — To instigate; to incite
- ଦେ. କ୍ରି. — କୁଟିଳ ବୁଦ୍ଧିରେ କେଉଁ ଅବିଧିରେ ସଖା ଦେଇଛି ପଲ୍ଲବାଇ। ଦୀନକୃଷ୍ଣ, ରସକଲ୍ଲୋଳ।