ପର୍ୟ୍ୟସ୍ତି Parj̄yasti
- ସଂ. ବି. (ପରି+ଅସ ଧାତୁ+ଭାବ. ତି) — ଡେରି ହୋଇ ତଳିପାରେ ବସିବା — Sitting up on the heels. (M.W.)
- ସଂ. ବି. (ପରି+ଅସ ଧାତୁ+ଭାବ. ତି) — ପିଚା ମାଡ଼ି ବସିବା — Sitting on the hams (M.W.)
- ସଂ. ବି. (ପରି+ଅସ ଧାତୁ+ଭାବ. ତି) — ଚେକା ପକାଇ ବସିବା — Sitting cross-legged