ପର୍ୟ୍ୟସ୍ତିକା Parj̄yastikā

  • ସଂ. ବି. (ପର୍ଯ୍ୟସ୍ତ+କ+ସ୍ତ୍ରୀ. ଆ; ଯାହା ବିସ୍ତାରିତ ହୁଏ) — ଶଯ୍ୟା — Bed
  • ସଂ. ବି. (ପର୍ଯ୍ୟସ୍ତ+କ+ସ୍ତ୍ରୀ. ଆ; ଯାହା ବିସ୍ତାରିତ ହୁଏ) — ପଲଙ୍କ; ଖଟ — Bedstead; couch