ପର୍ୟ୍ୟସ୍ତାପହ୍ନୁତି Parj̄yastāpahnuti.

  • ସଂ. ବି — ଅର୍ଥାଳଙ୍କାର ବିଶେଷ — A figure of speech
  • ସଂ. ବି — [ଦ୍ର—ଏଥିରେ ବସ୍ତୁର ଗୁଣ ଗୋପନ କରି ସେହି ଗୁଣ ଅନ୍ୟ ବସ୍ତୁରେ ଆରୋପଣ କରାଯାଏ।]