ପର୍ୟ୍ୟଶ୍ରୁ Parj̄yaṡru

  • ସଂ .ବିଣ (ପରି+ଅଶ୍ରୁ) — ଅଶ୍ରୁପୂର୍ଣ୍ଣ — Tearful; full of tears
  • ସଂ .ବିଣ (ପରି+ଅଶ୍ରୁ) — ଭୁରି ଅଶ୍ରୁମୟ — Brimming with tears; flooded with tears