ପର୍ୟ୍ୟବସିତ Parj̄yabasita
- ସଂ .ବି. (ପରି+ଅବସିତ=ସମାପ୍ତ) — ପରିଣତ — Turned into
- ସଂ .ବି. (ପରି+ଅବସିତ=ସମାପ୍ତ) — ନିଃଶେଷିତ — Emptied
- ସଂ .ବି. (ପରି+ଅବସିତ=ସମାପ୍ତ) — ସମାପ୍ତ — Ended; terminated; finished; completed
- ସଂ .ବି. (ପରି+ଅବସିତ=ସମାପ୍ତ) — ପର୍ଯ୍ୟାଲୋଚନାଦ୍ୱାରା ନିର୍ଦ୍ଧାରିତ — Ascertained by observation
- ସଂ .ବି. (ପରି+ଅବସିତ=ସମାପ୍ତ) — ଅପେକ୍ଷାକୃତ ଦୂରସ୍ଥ — Living farther off. (M.W.)