ପର୍ୟ୍ୟବସାନ Parj̄yabasāna

  • ସଂ. ବି. (ପରି+ଅବସାନ) — ସମାପନ — Completion
  • ସଂ. ବି. (ପରି+ଅବସାନ) — ସମାପ୍ତି; ଶେଷ — Termination; end; conclusion
  • ସଂ. ବି. (ପରି+ଅବସାନ) — ଅନ୍ତର୍ଭାବ; ଅନ୍ତର୍ଭୁକ୍ତ ହେବା — Inclusion; amalgamation
  • ସଂ. ବି. (ପରି+ଅବସାନ) — ରାଗ; କ୍ରୋଧ (ହି. ଶ) — Anger
  • ସଂ. ବି. (ପରି+ଅବସାନ) — ପ୍ରକୃତ ଅର୍ଥ ନିରୂପଣ (ହି. ଶ) — Ascertainment of the true meaning