ପର୍ୟ୍ୟନ୍ତ Parj̄yanta.

  • ସଂ. ବି. (ପରି+ଅନ୍ତ) — ସୀମା — Boundary; border
  • ସଂ. ବି. (ପରି+ଅନ୍ତ) — ପ୍ରାନ୍ତ; ଅନ୍ତିମ ସୀମା — Limit; extremity
  • ସଂ. ବି. (ପରି+ଅନ୍ତ) — ଅବସାନ; ଶେଷ — End
  • ସଂ. ବି. (ପରି+ଅନ୍ତ) — ପାର୍ଶ୍ୱ — Side; flank
  • ସଂ. ବି. (ପରି+ଅନ୍ତ) — ସମୀପ; ନିକଟ — Nearness; vicinity
  • ବି — ପ୍ରତ୍ୟନ୍ତ; ଶେଷ ସୀମାରେ ସ୍ଥିତ — Situate in the extremity
  • ବି — ନିକଟବର୍ତ୍ତୀ — Adjoining; neighbouring. (M.W.)
  • ଦେ .କ୍ରି. ବିଣ. (ସଂ. ପର୍ଯ୍ୟନ୍ତମ୍) — (କାଳ, ସ୍ଥାନ ଓ ବିଷୟ) ଅବଧୀ; ଯାକେ — Up to; till; as far as; until
  • ଦେ .କ୍ରି. ବିଣ. (ସଂ. ପର୍ଯ୍ୟନ୍ତମ୍) — (ସଂ. ପର୍ଯ୍ୟନ୍ତେ=ଶେଷରେ) ଅମୁକର ଶେଷ ପର୍ଯ୍ୟନ୍ତ — To the end of