ପର୍ୟ୍ୟନ୍ତ ଭୂମି Parj̄yanta bhūmi

  • ସଂ. ବି. (କର୍ମଧା; ପର୍ଯ୍ୟନ୍ତ+ଭୂମି) — ସୀମା ଭୂମି — Border-land; frontier
  • ସଂ. ବି. (କର୍ମଧା; ପର୍ଯ୍ୟନ୍ତ+ଭୂମି) — ପ୍ରତ୍ୟନ୍ତ ଭୂମୀ; ନିକଟବର୍ତ୍ତୀ ଅଞ୍ଚଳ — Precincts; vicinity
  • ସଂ. ବି. (କର୍ମଧା; ପର୍ଯ୍ୟନ୍ତ+ଭୂମି) — ନଦୀ ଶୈଳାଦୀର ସନ୍ନିକଟବର୍ତ୍ତୀ ଭୂଭାଗ — Tract, adjoining a river or mountain
  • ସଂ. ବି. (କର୍ମଧା; ପର୍ଯ୍ୟନ୍ତ+ଭୂମି) — ନିକଟବର୍ତ୍ତୀ ବା ପାର୍ଶ୍ୱବର୍ତ୍ତୀ ଦେଶ — A neighbouring or adjacent district