ପର୍ୟ୍ୟଟିବା Parj̄yaṭibā

  • ଦେ. (ପଦ୍ୟ) କ୍ରି — ପର୍ଯ୍ୟଟନ କରିବା; ଭ୍ରମଣ କରିବା — To wander; to travel
  • ଦେ. (ପଦ୍ୟ) କ୍ରି — ସେ ଯେବେ ମହୀ ପର୍ଯ୍ୟଟନ୍ତି ଭ୍ରମିଣ ଲୋକ ନିସ୍ତାରନ୍ତି। ଜଗନ୍ନାଥ. ଭାଗବତ।