ପର୍ୟ୍ୟଟକ Parj̄yaṭaka

  • ସଂ. ବିଣ. ପୁଂ (ପରି+ଅଟ୍ ଧାତୁ=ଭ୍ରମଣ କରିବା+କର୍ତ୍ତୃ. ଅକ) — ପରିଭ୍ରମଣକାରୀ — Wandering about; strolling
  • ବି — ପରିବ୍ରାଜକ; ପଥିକ — Traveller; stroller; wanderer; tourist
  • ବି — ବାରବୁଲା ଲୋକ; ଛତରା — A tramp; a vagabond. (M.W.)