ପର୍ୟ୍ୟଙ୍କ Parj̄yaṅka

  • ସଂ. ବି (ପରି+ଅନକ୍ ଧାତୁ=ଗମନ କରିବା+ଅଧିକରଣ ଅ) — ପଲଙ୍କ; ଖଟ — Bedstead; couch
  • ସଂ. ବି (ପରି+ଅନକ୍ ଧାତୁ=ଗମନ କରିବା+ଅଧିକରଣ ଅ) — ପାଲିଙ୍କି — Palanquin
  • ସଂ. ବି (ପରି+ଅନକ୍ ଧାତୁ=ଗମନ କରିବା+ଅଧିକରଣ ଅ) — ଉପବେଶନ ବିଶେଷ; ପିଚା ମାଡ଼ି ଗୋଡ଼ ଟେକି ବସିବା — A kind of posture in sitting; squatting with the heels and the hams
  • ସଂ. ବି (ପରି+ଅନକ୍ ଧାତୁ=ଗମନ କରିବା+ଅଧିକରଣ ଅ) — ନର୍ମଦାର ଉତ୍ତରସ୍ଥ ପର୍ବତ ବିଶେଷ (ହି. ଶ.) — Name of a mountain north of the Narmadā river
  • ସଂ. ବି (ପରି+ଅନକ୍ ଧାତୁ=ଗମନ କରିବା+ଅଧିକରଣ ଅ) — (ଏହା ବିନ୍ଧ୍ୟର ପୁତ୍ର ବୋଲି କଳ୍ପିତ।)
  • ସଂ. ବି (ପରି+ଅନକ୍ ଧାତୁ=ଗମନ କରିବା+ଅଧିକରଣ ଅ) — ପିଚା ଓ ତଳିପା ଭୂମିରେ ଲଗାଇ ବସିବା ବେଳେ ଯେଉଁ ଲୁଗାକୁ ପିଠି; ଅଣ୍ଟା ଓ ନଳି ଗୋଡ଼ ଚାରି ପାଖେ ଗୁଡ଼ାଇ ଦିଆଯାଏ — A cloth wound round the loins and legs while sitting on the heels and the hams