ପର୍ହେଜ୍ଗାର୍ Par-hej-gār
- ବୈଦେ. ବିଣ. (ଆ. ପର୍ହେଜ୍ଗାର୍=ସଂଯମୀ; ଯେ ପଥ୍ୟରେ ଚଳେ) — ସାଧୁ (ବ୍ୟକ୍ତି) — Honest (person)
- ବୈଦେ. ବିଣ. (ଆ. ପର୍ହେଜ୍ଗାର୍=ସଂଯମୀ; ଯେ ପଥ୍ୟରେ ଚଳେ) — ସଂଯମୀ (ବ୍ୟକ୍ତି) — Self-controlled (person)
- ବୈଦେ. ବିଣ. (ଆ. ପର୍ହେଜ୍ଗାର୍=ସଂଯମୀ; ଯେ ପଥ୍ୟରେ ଚଳେ) — ଯେ ପଥ୍ୟରେ ଚଳେ — Observing rules of dietary