ପର୍ଯ୍ୟେଷଣ Parj̄yeshaṇa

  • ସଂ. ବି—(ପରି+ଏଷଣ) — ଗବେଷଣା; ସବିଶେଷ ଅନୁସନ୍ଧାନ — Investigation
  • ସଂ. ବି—(ପରି+ଏଷଣ) — ସର୍ବତ୍ର ଅନ୍ୱେଷଣ — Thorough search