ପର୍ଯ୍ୟୁତ୍ସୁକ Parj̄yutsuka
- ସଂ .ବି. ପୁଂ. (ପରି+ଉତ୍ସୁକ) — ଉତ୍କଣ୍ଠିତ — Very anxious; mentally restless
- ସଂ .ବି. ପୁଂ. (ପରି+ଉତ୍ସୁକ) — ସମୁତ୍ସୁକ; ଲାଳାୟିତ — Eagerly desirous; longing for
- ସଂ .ବି. ପୁଂ. (ପରି+ଉତ୍ସୁକ) — ଅନୁରକ୍ତ — Attached
- ସଂ .ବି. ପୁଂ. (ପରି+ଉତ୍ସୁକ) — ଶୋକାକୁଳ — Sorrowful; grieved